ଚିରସଙ୍ଗୀ Chirasaṅgī

  • ସଂ. ବି. ପୁଂ. — ନିତ୍ୟସଙ୍ଗୀ; ଆଜନ୍ମସଙ୍ଗୀ ବା ଅନୁଚର — Friends constantly attached to each other; companion for life
  • ସଂ. ବି. ପୁଂ. — ବହୁକାଳ ହେଲା ଯେଉଁ ସଙ୍ଗୀର ସଙ୍ଗଲାଭ ହୋଇଅଛି — Long established friends; very old friend
  • ସଂ. ବି. ପୁଂ. — ଯାହାକୁ ଜୀବନରେ କେବେ ହେଲେ ଛାଡ଼ି ହେବ ନାହିଁ — Unavoidable companion
  • ସଂ. ବି. ପୁଂ. — (ଯଥା—ଦାରିଦ୍ର୍ୟ ସରସ୍ୱତୀପୁତ୍ରମାନଙ୍କର ଚିରସଙ୍ଗୀ)