ଚିରରୁଗ୍ଣ Chirarugna

  • ସଂ. ବିଣ. ପୁଂ— (ସୁପ୍ ସୁପ୍ ସମାସ; ଚିର+ରୁଗ) — ଯେ ବହୁକାଳ ହେଲା ରୋଗ ଭୋଗ କରୁ ଅଛି — Suffering from a chronic disease; Valetudinarian; invalid
  • ସଂ. ବିଣ. ପୁଂ— (ସୁପ୍ ସୁପ୍ ସମାସ; ଚିର+ରୁଗ) — ଆଜନ୍ମ ରୋଗୀ — Delicately constituted or sickly from birth