ଚିରସୁଖ Chirasukha

  • ସଂ. ବି. (କର୍ମଧାରୟ; ଚିର+ସୁଖ) — ଚିରସ୍ଥାୟୀ ଆନନ୍ଦ — Constant or lasting happiness
  • ସଂ. ବି. (କର୍ମଧାରୟ; ଚିର+ସୁଖ) — ଯାବଜ୍ଜୀବନ ଭୋଗ କରାଯିବା ଆନନ୍ଦ — Lifelong bliss
  • ସଂ. ବି. (କର୍ମଧାରୟ; ଚିର+ସୁଖ) — ଅନନ୍ତକାଳ ପାଇଁ ସୁଖ — Eternal happiness; beatitude