ଚିରଶାନ୍ତ Chiraṡānta
- ସଂ. ବିଣ. ପୁଂ (ସୁପ୍ ସୁପ୍ ସମାସ; ଚିର+ଶାନ୍ତ) — ଯେ ଆଜୀବନ ସଂଯତ — Observing lifelong self control
- ସଂ. ବିଣ. ପୁଂ (ସୁପ୍ ସୁପ୍ ସମାସ; ଚିର+ଶାନ୍ତ) — ଆଜୀବନ ଧୀର — Calm and quiet by nature
- ସଂ. ବିଣ. ପୁଂ (ସୁପ୍ ସୁପ୍ ସମାସ; ଚିର+ଶାନ୍ତ) — ଦୀର୍ଘକାଳ ହେଲା ନିରୂପଦ୍ରୁତ ଓ ସ୍ଥିର — Pacified for a long time
- ସଂ. ବିଣ. ପୁଂ (ସୁପ୍ ସୁପ୍ ସମାସ; ଚିର+ଶାନ୍ତ) — ଯେଉଁଠାରେ କେବେ ହେଲେ ଅଶାନ୍ତି ଘଟି ନାହିଁ — Ever peaceful and quiet (place)