ଚାଶାଳୀ Chāṡāḻi

  • ଗ୍ରା. (ଇତର) ବି.—(ସଂ. ଛାତ୍ରଶାଳୀ; ନବ୍ୟ ସଂ. ଚଟ୍ଟଶାଳା) — ଚାହାଳି; ପାଠଶାଳା; ଚାଟଶାଳୀ — Village-school
  • ଗ୍ରା. (ଇତର) ବି.—(ସଂ. ଛାତ୍ରଶାଳୀ; ନବ୍ୟ ସଂ. ଚଟ୍ଟଶାଳା) — ଚାଶାଳି ତ ଗଲା କରଜ ବଢ଼ିଲା ସାଉ ବସିଛନ୍ତି ଚାହିଁ। ଭିକାରୀ, ସାଆନ୍ତିଆ ବାହା।