ଚାଷମୁଣ୍ଡ Chāsha muṇḍa

  • ଦେ. ବି. — (ଲକ୍ଷଣାର୍ଥ) କୃଷିର ଶେଷ ବା ଫସଲ ଆଦାୟ ହେବା ସମୟ — Harvest-season
  • ଦେ. ବି. — ମଝିରେ ଆଉ କାହାରିକୁ ଲଗା ନ ରଖି ଚାଷମୁଣ୍ଡରେ ଚାଷୀମାନଙ୍କଠାରୁ ସଉଦା କଲେ। ଫକୀରମୋହନ, ଗଳ୍ପସ୍ୱଳ୍ପ।