ଚାଷ Chāsha

  • ସଂ. ବି. (ଚଷ୍ ଧାତୁ=ଭକ୍ଷଣ କରିବା+କତ୍ତୃ. ଅ) — ସ୍ୱର୍ଣ୍ଣ ଚାତକ; ଚଷାପୁଅ ପକ୍ଷୀ; ଭଦଭଦଳିଆ ପକ୍ଷୀ — Fairy blue bird (a kind of swallow)
  • ସଂ. ବି. (ଚଷ୍ ଧାତୁ=ଭକ୍ଷଣ କରିବା+କତ୍ତୃ. ଅ) — ଇକ୍ଷୁ; ଆଖୁ — Sugarcane
  • ଦେ. ବି. (ସଂ. କୃଷ୍ ଧାତୁ) — କୃଷି କର୍ମ — Agriculture; agricultural operations; farming husbandry
  • ଦେ. ବି. (ସଂ. କୃଷ୍ ଧାତୁ) — ଭୂମି କର୍ଷଣ — Ploughing; cultivating; tillage
  • ଦେ. ବି. (ସଂ. କୃଷ୍ ଧାତୁ) — କୃଷି ବୃତ୍ତି; ବିଲବାଡ଼ି; କ୍ଷେତ — Plough-land; holding; tenure