ଚାଳିଶାଦୁଇଶ Chāḻiṡā duiṡa

  • ଦେ. ବି. (ସଂ. ଚତ୍ୱାରିଂଶତ୍+ଦ୍ୱିଶତ) — ଦୁଇ ଶତ ଚାଳିଶ ସଂଖ୍ୟା — 240
  • ଦେ. ବି. (ସଂ. ଚତ୍ୱାରିଂଶତ୍+ଦ୍ୱିଶତ) — ଚବିଶି ଦଶାଁ ଚାଳିଶାଦୁଇଶ ପଣ ପନ୍ଦର କାହାଣୀ—ପଣିକିଆ।
  • ବିଣ — ଦୁଇଶତ ଚାଳିଶ ସଂଖ୍ୟକ — Numbering 240