ଚାଷୀ

  • ଦେ. ବି. (ସଂ. କର୍ଷକ) — କୃଷିଜୀବୀ; କୃଷକ; ଚଷା — Cultivator; peasant; farmer
  • ଦେ. ବିଣ. — ଜମି ଚାଷ କରୁଥିବା (ବ୍ଯକ୍ତି) — (a person) Cultivating a plot of land