ଚାଳିଶି ଘରିଆ Chāḻiṡi ghariā

  • ପ୍ରାଦେ (ବାଲେଶ୍ୱର) ବି — ଏକ ଶ୍ରେଣୀର ଗଉଡ଼; ଗୋପପୁରିଆ ଗଉଡ଼ — A sect of cowherds
  • ପ୍ରାଦେ (ବାଲେଶ୍ୱର) ବି — [ଦ୍ର—ଏମାନେ ପାଲିଙ୍କି, ସବାରି ଆଦି ବୁହନ୍ତି ନାହିଁ; କେବଳ ଗୋରୁ ଜଗନ୍ତି।]