ଚାଣ୍ଟି Chāṇti
- ପ୍ରାଦେ. (ସମ୍ବଲପୁର) ବି (ତୁଳ. ଏହି ଅର୍ଥରେ ହି. ଚାଁଟୀ) — ପିମ୍ପୁଡ଼ି — Ant
- ପ୍ରାଦେ. (ସମ୍ବଲପୁର) ବି (ତୁଳ. ଏହି ଅର୍ଥରେ ହି. ଚାଁଟୀ) — (ଯଥା—ଚାଣ୍ଟି ଚାବିବା=ପିମ୍ପୁଡ଼ି କାମୁଡ଼ିବା)
- ପ୍ରାଦେ. (ସମ୍ବଲପୁର) ବି (ତୁଳ. ଏହି ଅର୍ଥରେ ହି. ଚାଁଟୀ) — ଚାଣ୍ଟିଶାଗ୍; ଆମ୍ଳିତିପତ୍ର — A kind of wild kitchen-herb which tastes sour