ଚାଣ୍ଡେ Chāṇḍe

  • ଦେ. କ୍ରି. ବିଣ. (ସଂ. ଚଣ୍ଡ) — କ୍ଷଣମାତ୍ରକେ; ଅତିଶୀଘ୍ର — Quickly; very soon; instantaneously; in a moment
  • ଦେ. କ୍ରି. ବିଣ. (ସଂ. ଚଣ୍ଡ) — ବିଘ୍ନବ୍ୟାଘାତରାଶି ଚାଣ୍ଡେ ଯାଆନ୍ତେ ଭାସି— ମଧୁସୂଦନ, ଛାନ୍ଦମାଳା।
  • ଦେ. କ୍ରି. ବିଣ. (ସଂ. ଚଣ୍ଡ) — ପ୍ରତ୍ୟକ୍ଷଭାବରେ — Directly
  • ଦେ. କ୍ରି. ବିଣ. (ସଂ. ଚଣ୍ଡ) — x x ଚାଣ୍ଡେ ଦେଇଥିଲା ବାନାମଣିକି ଚିପୁଡ଼ି ଦେଲା ସେ ଭାବ ଏଣିକି—କବିସୂର୍ଯ୍ୟ, କବିତା।