ଚାଣ୍ଡେ ଚାଣ୍ଡେ Chāṇḍe chāṇḍe

  • ଦେ. କ୍ରି. ବିଣ — ଅତି ଶୀଘ୍ର; କ୍ଷଣମାତ୍ରକେ — Instantaneously; in a moment
  • ଦେ. କ୍ରି. ବିଣ — ବିଶ୍ୱାମିତ୍ର ସଙ୍ଗେ ଶ୍ରୀରାମ ଲକ୍ଷ୍ମଣ ସାଜି କେହି ଚାଣ୍ଡେ ଚାଣ୍ଡେ— ନନ୍ଦକିଶୋର, ନିର୍ଝରିଣୀ।