ଚାଣ୍ଡାଳ Chāṇḍāḻa

  • ସଂ. ବି. ପୁଂ. (ଚଣ୍ଡାଳ+ସ୍ୱାର୍ଥରେ. ଅ) — ନିଷାଦ; ଚଣ୍ଡାଳ; ହାଡ଼ — A man belonging to a very low caste amongst the Hindus
  • ସଂ. ବି. ପୁଂ. (ଚଣ୍ଡାଳ+ସ୍ୱାର୍ଥରେ. ଅ) — ନୀଚତମ ଅସ୍ପୃଶ୍ୟଜାତି — A pariah
  • ଦେ. ବି — ନୀଚ ବ୍ଯକ୍ତି; ଅସ୍ପୃଶ୍ୟଜାତୀୟ ବ୍ଯକ୍ତି — A low mean fellow; a pariah; an outcaste
  • ଦେ. ବି — କ୍ରୁରକର୍ମା ବ୍ଯକ୍ତି — A cruel person
  • ଦେ. ବି — ମୋହର କନିଷ୍ଠ ଭାଇ ଜଟାୟୁକୁ ଚାଣ୍ଡାଳ ମାରିଗଲା— ବିଶ୍ୱନାଥ, ବିଚିତ୍ରରାମାୟଣ।