ଚାଣୂର Chāṇūra

  • ସଂ. ବି (ନାମ) (ଚଣ୍ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଊର) — ଦୈତ୍ୟବିଶେଷ — Name of a demon
  • ସଂ. ବି (ନାମ) (ଚଣ୍ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଊର) — [ଦ୍ର—ଏ କଂସପାଖରେ ମଲ୍ଲ ବା ମାଲରୂପେ ଥାଇ ବଡ଼ ସମ୍ମାନ ପାଉଥିଲେ। ଶ୍ରୀକୃଷ୍ଣ ଏହାକୁ ନିହତ କରିଥିଲେ।]