ଚାଣକ୍ୟନୀତି Chāṇakya nīti

  • ସଂ. ବି. ( 6 ଷ୍ଠୀ ତତ୍; ଚାଣକ୍ୟ+ନୀତି) — ଚାଣକ୍ୟଙ୍କ ସଂକଳିତ ଅର୍ଥନୀତି ଓ ରାଜନୀତି — Principles of Ethics and Politics compiled or enunciated by Chāṇakya