ଚଳାଚଳ Chaḻāchaḻa

  • ସଂ. ବିଣ. ପୁଂ (ଚଳ+ଚଳ; ନିପାତନ) — ତ୍ୱରିତ — Quick; speedy
  • ସଂ. ବିଣ. ପୁଂ (ଚଳ+ଚଳ; ନିପାତନ) — ଲୋଳ; ଅତ୍ୟନ୍ତ ଚଞ୍ଚଳ — Very fickle; unstable wavering
  • ସଂ. ବିଣ. ପୁଂ (ଚଳ+ଚଳ; ନିପାତନ) — ସର୍ବଦା ଗତିବିଶିଷ୍ଟ (ସଂସାରଚକ୍ର) — Evermoving (M.W.)
  • ସଂ. ବିଣ. ପୁଂ (ଚଳ+ଚଳ; ନିପାତନ) — ଇତସ୍ତତଃ ଗତିଶୀଳ — Moving to and fro
  • ସଂ. ବିଣ. ପୁଂ (ଚଳ+ଚଳ; ନିପାତନ) — କି ଦିଶେ ଚଳାଚଳ ଚାରୁ ଚନ୍ଦ୍ରିକାଚୂଳ। କବିସୂର୍ଯ୍ୟ, କିଶୋରୀଚମ୍ପୂ।
  • ସଂ. ବିଣ. ପୁଂ (ଚଳ+ଚଳ; ନିପାତନ) — ପରିବର୍ତ୍ତନଶୀଳ — Changeable (M.W.)
  • ସଂ. ବିଣ. ପୁଂ (ଚଳ+ଚଳ; ନିପାତନ) — (ଚଳ+ଅଚଳ)—ପ୍ରଚଳିତ ଓ ଅପ୍ରଚଳିତ; ବ୍ଯବହୃତ ଓ ଅବ୍ଯବହୁତ — Current and obsolete; used and unused
  • ସଂ. ବିଣ. ପୁଂ (ଚଳ+ଚଳ; ନିପାତନ) — ଚଳନ୍ତି ଓ ଅଚଳନ୍ତି (ପଦାର୍ଥ) — Movable and immovable; locomotive and stationary (things)
  • ସଂ. ବିଣ. ପୁଂ (ଚଳ+ଚଳ; ନିପାତନ) — (ଅସ୍ଥି ବିଜ୍ଞାନ) ଆଂଶିକ ଚଳୁଥିବା ପୁଣି ଅଚଳ ହେବା (ଅସ୍ଥିସନ୍ଧି) (ଜ୍ଞାନେନ୍ଦ୍ର) — (osteology). Appearthrodial (bone-joints)
  • ସଂ. ବି — କାକ — Crow; raven
  • ସଂ. ବି — ବାକ୍ୟ (ଜ୍ଞାନେନ୍ଦ୍ର) — Word; speech
  • ସଂ. ବି — (ଆଧୁନିକ ଅସ୍ଥିବିଜ୍ଞାନପରିଭାଷା)—ଯେଉଁ ସବୁ ଅସ୍ଥିସନ୍ଧି ଆଂଶିକ ଚଳେ ଓ ପୁଣି ଅଚଳ ହୁଏ (ଜ୍ଞାନେନ୍ଦ୍ର) — (osteology) Amphiarthrodial joints; mixed joints