ଚଳାଇବା Chaḻāibā

  • ଦେ. କ୍ରି. (ସଂ. ଚଳ୍ ଧାତୁ ଣିଚ୍=ଚାଳି ଧାତୁ; ଚଳିବାର ଣିଜନ୍ତରୂପ; Causative form of Chaḻibā) ଚାଳିତ କରିବା; ଚାଳିବା; ଗତି କରାଇବା — To set a going; to cause to move; to set in motion
  • ଦେ. କ୍ରି. (ସଂ. ଚଳ୍ ଧାତୁ ଣିଚ୍=ଚାଳି ଧାତୁ; ଚଳିବାର ଣିଜନ୍ତରୂପ; Causative form of Chaḻibā) ବିକୁରପାଶରେ ଦନ୍ତପତ୍ରିକା, ଚଳାଇବାକୁ ହେବାରୁ ମୋଦକା— କବିସୂର୍ଯ୍ୟ, କବିତାକଲ୍ଲୋଳିନୀ।
  • ଦେ. କ୍ରି. (ସଂ. ଚଳ୍ ଧାତୁ ଣିଚ୍=ଚାଳି ଧାତୁ; ଚଳିବାର ଣିଜନ୍ତରୂପ; Causative form of Chaḻibā) ଅନ୍ଯ ଲୋକକୁ କାର୍ଯ୍ୟ କରାଇବା — To cause another to work; to have a work done by another
  • ଦେ. କ୍ରି. (ସଂ. ଚଳ୍ ଧାତୁ ଣିଚ୍=ଚାଳି ଧାତୁ; ଚଳିବାର ଣିଜନ୍ତରୂପ; Causative form of Chaḻibā) କାମ ଅଞ୍ଜାମ କରିବା; କାର୍ଯ୍ୟ ସମାଧା କରିବା; କାର୍ଯ୍ୟ ତୁଲାଇବା; ନିର୍ବାହ କରିବା — To accomplish a work any how; to carry on a work
  • ଦେ. କ୍ରି. (ସଂ. ଚଳ୍ ଧାତୁ ଣିଚ୍=ଚାଳି ଧାତୁ; ଚଳିବାର ଣିଜନ୍ତରୂପ; Causative form of Chaḻibā) (ଯଥା—ଏ ବିଭାଘର ଟଙ୍କା ପଚାଶଟି ମଧ୍ୟରେ ଚଳାଇନିଅ)।
  • ଦେ. କ୍ରି. (ସଂ. ଚଳ୍ ଧାତୁ ଣିଚ୍=ଚାଳି ଧାତୁ; ଚଳିବାର ଣିଜନ୍ତରୂପ; Causative form of Chaḻibā) ନେତାରୂପେ ପରିଚାଳନ କରିବା — To guide; to conduct; to lead
  • ଦେ. କ୍ରି. (ସଂ. ଚଳ୍ ଧାତୁ ଣିଚ୍=ଚାଳି ଧାତୁ; ଚଳିବାର ଣିଜନ୍ତରୂପ; Causative form of Chaḻibā) ଆସିଲେ ସେହିଠାକୁ ସଇନ ଚଳାଇ—କୃଷ୍ଣସିଂହ, ମହାଭାରତ, ବନ।
  • ଦେ. କ୍ରି. (ସଂ. ଚଳ୍ ଧାତୁ ଣିଚ୍=ଚାଳି ଧାତୁ; ଚଳିବାର ଣିଜନ୍ତରୂପ; Causative form of Chaḻibā) ବିରକ୍ତ କରିବା; ଦିକ୍ କରିବା — To tease; to displease
  • ଦେ. କ୍ରି. (ସଂ. ଚଳ୍ ଧାତୁ ଣିଚ୍=ଚାଳି ଧାତୁ; ଚଳିବାର ଣିଜନ୍ତରୂପ; Causative form of Chaḻibā) ରଗାଇବା; କ୍ରୁଦ୍ଧ କରିବା; ଚିଡ଼ାଇବା — To enrage; to irritate
  • ଦେ. କ୍ରି. (ସଂ. ଚଳ୍ ଧାତୁ ଣିଚ୍=ଚାଳି ଧାତୁ; ଚଳିବାର ଣିଜନ୍ତରୂପ; Causative form of Chaḻibā) କୌଣସି ନୂତନ ରୀତି ବା ନିୟମର ପ୍ରବର୍ତ୍ତନ କରିବା — To introduce a new rule or system; to promulgate
  • ଦେ. କ୍ରି. (ସଂ. ଚଳ୍ ଧାତୁ ଣିଚ୍=ଚାଳି ଧାତୁ; ଚଳିବାର ଣିଜନ୍ତରୂପ; Causative form of Chaḻibā) କୌଣସି ଜାତିଚ୍ୟୁତ ବା ନବାଗତ ବ୍ଯକ୍ତିକୁ ସମାଜଭୁକ୍ତ କରି ସାମାଜିକ କାର୍ଯ୍ୟରେ ତାହାର ଯୋଗ ଦେବାର ସୁବିଧା କରିବା — To enable a person to have social intercourse in a particular society; to introduce a person into a society
  • ଦେ. କ୍ରି. (ସଂ. ଚଳ୍ ଧାତୁ ଣିଚ୍=ଚାଳି ଧାତୁ; ଚଳିବାର ଣିଜନ୍ତରୂପ; Causative form of Chaḻibā) ଅପ୍ରଚଳିତ ବସ୍ତୁକୁ ଲୋକସାଧାରଣଙ୍କ ମଧ୍ୟରେ ପ୍ରଚଳିତ କରାଇବା — To utter (a coin); to make a thing current; to pass a counterfiet coin