ଚଳାଣ କରିବା Chalāṇa karibā
- ଦେ. କ୍ରି — ଅପରାଧୀକୁ ଗିରଫଦାର କରି ବିଚାରାର୍ଥ ପ୍ରେରଣ କରିବା — To send up an accused for trial; to chalān
- ଦେ. କ୍ରି — ଧନାଦି ପ୍ରେରଣ କରିବା — To send articles; to remit money
- ଦେ. କ୍ରି — ପଣ୍ୟ ଦ୍ରବ୍ୟ ରପ୍ତାନି କରିବା — To export commodities; to send commodities abroad
- ଦେ. କ୍ରି — କୁଲିମାନଙ୍କୁ ଦୂର ଦେଶକୁ ପଠାଇବା — To send up batches of coolies or hired labourers abroad