ଚଳମାଡ଼ିବା Chaḻamāṟḍ̠ibā

  • ଦେ. ବି — ବିରକ୍ତି ବୋଧ ହେବା — Feeling of displeasure dissatisfaction
  • ଦେ. ବି — କାର୍ଯ୍ୟରେ ଦୁରାଗ୍ରହ ବା ଆଳସ୍ୟ ବା ବ୍ୟାପାରହୀନତା ଯୋଗୁଁ ବିରକ୍ତିବୋଧ ହେବା; ଚିଟା ଲାଗିବା — A feeling of ennui or disgust