ଚଳମୁକୁଟିଆ Chaḻamukuṭiā

  • ଦେ. ବିଣ (ସଂ. ଚଳ ଓ ମୁକୁଟ) — ମସ୍ତକଚାଳନ ହେତୁରୁ ଯେଉଁମାନଙ୍କ ମୁକୁଟ ଇତସ୍ତତଃ ସଞ୍ଚାଳିତ ହେଉଥାଏ — With the crowns moving to and fro (due to the movement of the head)
  • ଦେ. ବିଣ (ସଂ. ଚଳ ଓ ମୁକୁଟ) — ଚାରି ହରିତରେ ଘେରି, ଚରାଉଥାନ୍ତି ବାଛୁରୀ ଚଳମୁକୁଟିଆ ସଖାମାନେ। କବିସୂର୍ଯ୍ୟ, କିଶୋରୀଚମ୍ପୂ।