ଚଳାପାଙ୍ଗ Chaḻāpāṅga
- ସଂ. ବି. (କର୍ମଧା; ଚଳ+ଅପାଙ୍ଗ) — ଚଞ୍ଚଳଚକ୍ଷୁକୋଣ — Restless eyes
- ସଂ. ବି. (କର୍ମଧା; ଚଳ+ଅପାଙ୍ଗ) — ଇତସ୍ତତଃ ସଞ୍ଚାଳିତ ଚକ୍ଷୁର କୌଣିକ ଦୃଷ୍ଟି — Wandering side-glance
- ସଂ. ବିଣ. (ବହୁବ୍ରୀହି) — ଚଞ୍ଚଳ ଅପାଙ୍ଗଯୁକ୍ତ (ଯୁକ୍ତ) — With wandering side-glances; casting quick furtive glances
- ସଂ. ବିଣ. (ବହୁବ୍ରୀହି) — ଚାରି ଚକ୍ଷୁ ମିଶାଇଲୁ ଆସିରେ ଚଳାପାଙ୍ଗି। କବିସୂର୍ଯ୍ୟ, କିଶୋରୀଚମ୍ପୂ, ଚ ଗୀତ।