ଘେର ଘାର Ghera ghāra
- ଦେ. ବି. (ସଂ. ଘୃ ଧାତୁ) — ଚାରିଆଡ଼େ ଘେରିବା ବା ବେଢ଼ିବା ଅବସ୍ଥା — The state of being surrounded
- ଦେ. ବି. (ସଂ. ଘୃ ଧାତୁ) — କୌଣସି କାର୍ଯ୍ୟ କରିବାକୁ ଜଣେ ବ୍ଯକ୍ତିକୁ ବହୁଲୋକ ବାରଂବାର ଅନୁରୋଧ କରି ବିରକ୍ତ କରିବା ଅବସ୍ଥା — The state of a person being infested and pressed by several persons making repeated and pressing request on a subject