ଘେନିବା Ghenibā

  • ଦେ. କ୍ରି. (ସଂ. ଗ୍ରହଧାତୁ. ପ୍ରାକୃତ ଗେହ୍ଣ; ସଂ. ଗ୍ରହଣ; ତୁଳ ପ୍ରା. ଗଣ୍ହ) — ଧାରଣ କରିବା — To hold
  • ଦେ. କ୍ରି. (ସଂ. ଗ୍ରହଧାତୁ. ପ୍ରାକୃତ ଗେହ୍ଣ; ସଂ. ଗ୍ରହଣ; ତୁଳ ପ୍ରା. ଗଣ୍ହ) — କୋଳରେ ଘେନିଛି ନନ୍ଦନ। ଭୂପତି. ପ୍ରେମପଞ୍ଚାମୃତ।
  • ଦେ. କ୍ରି. (ସଂ. ଗ୍ରହଧାତୁ. ପ୍ରାକୃତ ଗେହ୍ଣ; ସଂ. ଗ୍ରହଣ; ତୁଳ ପ୍ରା. ଗଣ୍ହ) — (ପ୍ରାର୍ଥନା) ମଞ୍ଜୁର କରିବା; ସ୍ୱୀକାର କରିବା — To accede to; to grant (a request)
  • ଦେ. କ୍ରି. (ସଂ. ଗ୍ରହଧାତୁ. ପ୍ରାକୃତ ଗେହ୍ଣ; ସଂ. ଗ୍ରହଣ; ତୁଳ ପ୍ରା. ଗଣ୍ହ) — ନରେଶମଣ୍ଡନ ଶ୍ରୀହରିଚନ୍ଦନ ଜଗଦ୍ଦେବ ସ୍ତବ ଘେନ—କବିସୂର୍ଯ୍ୟ. କିଶୋରୀଚମ୍ପୂ ନ. ଗୀତ।
  • ଦେ. କ୍ରି. (ସଂ. ଗ୍ରହଧାତୁ. ପ୍ରାକୃତ ଗେହ୍ଣ; ସଂ. ଗ୍ରହଣ; ତୁଳ ପ୍ରା. ଗଣ୍ହ) — ଦେହରେ ଭରିବା — To wear; to put on
  • ଦେ. କ୍ରି. (ସଂ. ଗ୍ରହଧାତୁ. ପ୍ରାକୃତ ଗେହ୍ଣ; ସଂ. ଗ୍ରହଣ; ତୁଳ ପ୍ରା. ଗଣ୍ହ) — ମାଳ ଘେନିଲେ ଜଣେ ଜଣେ। ଭୂପତି. ପ୍ରେମପଞ୍ଚାମୃତ।
  • ଦେ. କ୍ରି. (ସଂ. ଗ୍ରହଧାତୁ. ପ୍ରାକୃତ ଗେହ୍ଣ; ସଂ. ଗ୍ରହଣ; ତୁଳ ପ୍ରା. ଗଣ୍ହ) — ଦେହରେ ଲଗାଇବା ବା ଚିତ୍ରିତ କରିବା — To paint on any part of the body
  • ଦେ. କ୍ରି. (ସଂ. ଗ୍ରହଧାତୁ. ପ୍ରାକୃତ ଗେହ୍ଣ; ସଂ. ଗ୍ରହଣ; ତୁଳ ପ୍ରା. ଗଣ୍ହ) — ସିନ୍ଦୁର ବିନ୍ଦୁ ଇନ୍ଦୁମୁଖୀ ପୋଛିଣ କସ୍ତୁରୀ ଚିତା ଘେନି। ଭଞ୍ଜ. ପ୍ରେମସୁଧାନିଧି।
  • ଦେ. କ୍ରି. (ସଂ. ଗ୍ରହଧାତୁ. ପ୍ରାକୃତ ଗେହ୍ଣ; ସଂ. ଗ୍ରହଣ; ତୁଳ ପ୍ରା. ଗଣ୍ହ) — ଘେନା କରିବା; (ଉପଦେଶ, କଥା। ମାନିବା — To accept (one's advice)
  • ଦେ. କ୍ରି. (ସଂ. ଗ୍ରହଧାତୁ. ପ୍ରାକୃତ ଗେହ୍ଣ; ସଂ. ଗ୍ରହଣ; ତୁଳ ପ୍ରା. ଗଣ୍ହ) — ଘେନିଲୁ ନାହିଁ ବାଳା ପହିଲୁ ଗୋ। କବିସୂର୍ଯ୍ୟ. କିଶୋରୀଚମ୍ପୂ ଘ. ଗୀତ।
  • ଦେ. କ୍ରି. (ସଂ. ଗ୍ରହଧାତୁ. ପ୍ରାକୃତ ଗେହ୍ଣ; ସଂ. ଗ୍ରହଣ; ତୁଳ ପ୍ରା. ଗଣ୍ହ) — ମାନିବା; ଶୋଭା ପାଇବା; ସୁନ୍ଦର ଦେଖାଯିବା — To look nice or graceful
  • ଦେ. କ୍ରି. (ସଂ. ଗ୍ରହଧାତୁ. ପ୍ରାକୃତ ଗେହ୍ଣ; ସଂ. ଗ୍ରହଣ; ତୁଳ ପ୍ରା. ଗଣ୍ହ) — ନ ଘେନିଲା ପରି, ନ ଘେନ ମୋର ବାଣୀ। କୃଷ୍ଣସିଂହ. ମହାଭାରତ. ବନ