ଘେର Ghera
- ଦେ. ବି (ସଂ. ଗ୍ରହଣ; ସଂ. ଘୃ ଧାତୁ=ଆଚ୍ଛାଦନ କରିବା) — ବେଢ଼ିବା; ବେଷ୍ଠନ; ଗୁଡ଼ିଆଇବା — Encircling; surrounding; tying round; entwining
- ଦେ. ବି (ସଂ. ଗ୍ରହଣ; ସଂ. ଘୃ ଧାତୁ=ଆଚ୍ଛାଦନ କରିବା) — ଦଉଡ଼ିଦ୍ୱାରା ବନ୍ଧନ — Tying or binding with a rope
- ଦେ. ବି (ସଂ. ଗ୍ରହଣ; ସଂ. ଘୃ ଧାତୁ=ଆଚ୍ଛାଦନ କରିବା) — ଡୋରଲାଗି ଘେର ପଡ଼ିବା ହେବଟି ଚୋରପରି ଆଚରଣୁ— କବିସୂର୍ଯ୍ୟ. କିଶୋରୀଚମ୍ପୂ. ଡ ଗୀତ।
- ଦେ. ବି (ସଂ. ଗ୍ରହଣ; ସଂ. ଘୃ ଧାତୁ=ଆଚ୍ଛାଦନ କରିବା) — ବେଷ୍ଟନ; ବାଡ଼ — Fencing; enclosure
- ଦେ. ବି (ସଂ. ଗ୍ରହଣ; ସଂ. ଘୃ ଧାତୁ=ଆଚ୍ଛାଦନ କରିବା) — ବେଢ଼ା; ପାଚିରୀ — Compound-wall
- ଦେ. ବି (ସଂ. ଗ୍ରହଣ; ସଂ. ଘୃ ଧାତୁ=ଆଚ୍ଛାଦନ କରିବା) — ବେଢ଼; ପରିଧି — Circumference; circuit
- ଦେ. ବି (ସଂ. ଗ୍ରହଣ; ସଂ. ଘୃ ଧାତୁ=ଆଚ୍ଛାଦନ କରିବା) — ସୀମା; ଚଉହଦି — Boundary; the boundaries on all sides
- ଦେ. ବି (ସଂ. ଗ୍ରହଣ; ସଂ. ଘୃ ଧାତୁ=ଆଚ୍ଛାଦନ କରିବା) — ଚତୁର୍ଦିଗରେ ବେଷ୍ଟିତ ସ୍ଥାନ — A space enclosed on all sides
- ଦେ. ବି (ସଂ. ଗ୍ରହଣ; ସଂ. ଘୃ ଧାତୁ=ଆଚ୍ଛାଦନ କରିବା) — ଗୋଲ ବସ୍ତୁର ପରିଧିର ମାପ — Grith
- ଦେ. ବି (ସଂ. ଗ୍ରହଣ; ସଂ. ଘୃ ଧାତୁ=ଆଚ୍ଛାଦନ କରିବା) — ଶିକାର କରିବା ପାଇଁ ସୀମାନିର୍ଦ୍ଦିଷ୍ଟ ଜଙ୍ଗଲର ଚାରିପାଖେ ଘେରିଥିବା ମନୁଷ୍ୟଙ୍କ ବାଡ଼ — A line of men surrounding a place for driving wild animals towards the hunter