ଘେନିଯିବା Ghenij̄ibā
- ଦେ. କ୍ରି — ଧରି ନେବା; କୌଣସି ବ୍ଯକ୍ତି ବା ବସ୍ତୁକୁ ସ୍ଥାନାନ୍ତରକୁ ନେଇ ଚାଲିଯିବା — To take away; to remove a person or thing personally
- ଦେ. କ୍ରି — (ମନକୁ) ମୁଗ୍ଧ କରିବା — To charm; to enchant a mind) to fascinate
- ଦେ. କ୍ରି — ସ୍ତୁତି ବା ନିନ୍ଦା କଲା ଲୋକକୁ ମୁଁ ଅନ୍ନ, ଦେଇ କରି ତାଙ୍କର ଘେନିଯାଏ ମନ। କୃଷ୍ଣସିଂହ. ମହାଭରତ. ବନ।
- ଦେ. କ୍ରି — (ଜୀବନ) ନାଶ କରିବା — To take (life)
- ଦେ. କ୍ରି — ଯେବେଟି ଯୁଧୁଷ୍ଠିର ହୋଇଥାନ୍ତେ ସାନ, ତେବେ ମୁଁ ଆଜି ଘେନି ଯାଆନ୍ତି ଜୀବନ। କୃଷ୍ଣସିଂହ. ମହାଭରତ. ବନ।
- ଦେ. କ୍ରି — ଚଳାଇବା — To lead
- ଦେ. କ୍ରି — ସତ୍ୟପଥେ ଧର୍ମପଥେ ଘେନି ଯାଅ ମୋତେ—ମଧୁସୂଦନ. ଛନ୍ଦମାଳା।