ଘେନି ଦେବା Gheni dabā
- ପ୍ରାଦେ. (ସମ୍ବଲପୁର) କ୍ରି — ପିନ୍ଧାଇବା; ଭୂଷିତ କରାଇବା — To adorn another
- ପ୍ରାଦେ. (ସମ୍ବଲପୁର) କ୍ରି — କିଣି କରି କୌଣସି ବ୍ଯକ୍ତିକୁ କୌଣସି ଦ୍ରବ୍ୟ ଯୋଗାଇବା — To supply a thing by purchasing it
- ପ୍ରାଦେ. (ସମ୍ବଲପୁର) କ୍ରି — ମାଗୁର ମାଛର ମୁଖ ଚେପଟା, ଟେଙ୍ଗଣା ମାଛର କଁଟା, ଆମ ସୁରୁନୁନି ସପୁର୍ ଅଁଟା, ଘେନି ଦେବା କୋଷାମଠା। ଢଗ।