ଘେନି ଉଠିବା Gheni uṭhibā

  • ଦେ. କ୍ରି — (ବ୍ୟଙ୍ଗ) ସୁନ୍ଦର ଦେଖା ଯିବା; ଶୋଭା ପାଇବା — (ironical) To look grand
  • ଦେ. କ୍ରି — (ଘାଆ ଆଦି) ପ୍ରକୂପିତ ହେବା — To become intensified (said of sores)