ଘେରଉ Gherau

  • ଦେ. ବି (ସଂ. ଘୃ ଧାତୁ=ଆଚ୍ଛାଦନ କରିବା) — ଚାରିଆଡ଼େ ଘେରିବା କର୍ମ; ଅବରୋଧ — Blockade; act of surrounding on all sides
  • ଦେ. ବି (ସଂ. ଘୃ ଧାତୁ=ଆଚ୍ଛାଦନ କରିବା) — ଘେର (ଦେଖ) — Ghera (See)