ଘେର ବେଣ୍ଟ Ghera beṇṭa
- ପ୍ରାଦେ. (ଗଡ଼ଜାତ) ବି. — ଶିକାର କରିବାର ଏକପ୍ରକାର ପ୍ରଣାଳୀ — A sort of hunting; drive
- ପ୍ରାଦେ. (ଗଡ଼ଜାତ) ବି. — [ଦ୍ର—ଏଥିରେ ଶିକାରୀ ଗୋଟିଏ ସ୍ଥାନରେ ବନ୍ଧୁକ ବା କାଣ୍ଡ ଧରି ଜଗି ରହେ, ଅନେକ ଲୋକ ସେ ସ୍ଥାନର ଚାରି ପାଖରୁ ଖଣ୍ଡେ— ଦୂରରେ ପରିଧି ପରି ଘେରି ରହନ୍ତି ଓ ଉକ୍ତ ଘେର ବା ସୀମା ମଧ୍ୟରେ ଥିବା ବନ୍ୟଜନ୍ତୁମାନଙ୍କୁ ହୁରୁଡ଼ାଇ ସେହି ଶିକାରୀ ଜଗିଥିବା କେନ୍ଦ୍ର ନିକଟକୁ ଆଣନ୍ତି ଓ ବନ୍ୟଜନ୍ତୁମାନେ ଶିକାରୀର ନିକଟବର୍ତ୍ତୀ ହେଲାରୁ ସେ ସେମାନଙ୍କୁ ଲକ୍ଷ୍ୟ କରି ଅସ୍ତ୍ର ଚଳାଏ।]