ଘୁଙ୍ଗୁର Ghuṅgura

  • ଦେ. ବି (ସଂ. ଘୁଂଘୁର) — ଛୋଟ ଘଣ୍ଟି — Small tinkling bells
  • ଦେ. ବି (ସଂ. ଘୁଂଘୁର) — ଘାଗୁଡ଼ି; ଝଣଝଣ ରବକାରୀ ଚରଣର ଅଳଙ୍କାର ବିଶେଷ; ନୂପୁର — An ornament for the ankle (consisting of tinkling bells.)
  • ଦେ. ବି (ସଂ. ଘୁଂଘୁର) — କଟିର ଝୁଣୁଝୁଣୁ ରବଯୁକ୍ତ ଅଳଙ୍କାରବିଶେଷ; କିଙ୍କିଣ — An waist-chain attached with tinkling bells
  • ଦେ. ବି (ସଂ. ଘୁଂଘୁର) — [ଦ୍ର—ନର୍ତ୍ତକନର୍ତ୍ତକୀମାନେ ବଳାଗଣ୍ଠି ଉପରେ ଓ କଟିରେ ଘୁଙ୍ଗୁର ବାନ୍ଧି ନାଚନ୍ତି; ଧାତୁମୟ ଫମ୍ପା ଗୋଳକ ମଧ୍ୟରେ ଗୋଡ଼ି ବା ଲୁହାଗୁଳି ପୂରା ଯାଇଥାଏ ଓ ଶରୀର ପରିଚାଳିତ ହେଲେ ତାହା ଝୁଣୁଝୁଣୁ ଧ୍ୱନି କରେ।]
  • ଦେ. ବି (ସଂ. ଘୁଂଘୁର) — ପିଲାମାନଙ୍କର କ୍ରୀଡ଼ନକବିଶେଷ (ବେଲର ଦୁଇ ପାଖ ଖାଳି ମଝିରେ କଣାକରି ସେ କଣାରେ ଖଣ୍ଡିଏ କାଠି ଗଳାନ୍ତି। ଭୂଇଁରେ ଛାଡ଼ିଦେଲେ ଏହା ଘୁଁ ଘୁଁ ଶବ୍ଦ କରି ତଳେ ବୁଲୁଥାଏ) — A kind of children's rattling top