ଘୁଙ୍ଗୁଳିଆ Ghuṅguḻiā

  • ପ୍ରାଦେ. (ବାଲେଶ୍ୱର) ବିଣ — ଯେଉଁ ପବନ ଏକ ସମୟରେ ଚାରିଦିଗରୁ ବହେ — (wind) Blowing simulataneously from all directions
  • ପ୍ରାଦେ. (ବାଲେଶ୍ୱର) ବିଣ — ଏପରି ଘୁଙ୍ଗୁଳିଆ ପବନ କାଳେସକାଳେ ଦେଖିବାର ନାହିଁ— ଫକୀରମୋହନ. ଗଳ୍ପସ୍ୱଳ୍ପ।