ଘୁଙ୍ଗୁଡ଼ି Ghuṅguṟḍ̠i

  • ଦେ. ବି (ସଂ. ଘୁର୍ଘୁର) — ଶୟନକାଳରେ ଜଣଜଣଙ୍କର ନାସିକାନିର୍ଗତ ଉଚ୍ଚ ଧ୍ୱନି; ନାକ ଡାକିବା (ଏହା ଗଭୀର ନିଦ୍ରାର ଲକ୍ଷଣ) — Snoring
  • ଦେ. ବି (ସଂ. ଘୁର୍ଘୁର) — କବାଟର ଏକ କୋଣକୁ ଏରୁଣ୍ଡିବନ୍ଧରେ ଏକ କୋଣରେ ଠିଆ କରାଇ କବାଟକୁ ଚଳାଇବା ନିମନ୍ତେ ଭୂମିରେ ପୋତା ହେବା କାଠ ଖଣ୍ଡ — The pivoted piece of wood on which a door stands by its one corner and revolves