ଘୁଙ୍ଗୁଡ଼ି ମାରିବା Ghuṅguṟḍ̠i māribā

  • ଦେ. କ୍ରି — ଶୋଇବା ସମୟରେ ନାକବାଟେ ଉଚ୍ଚ ଧ୍ୱନି କରିବା — To snore
  • ଦେ. କ୍ରି — ସେ ଆନନ୍ଦରେ ଘୁଙ୍ଗୁଡ଼ି ମାଇଲା—ନୀଳକଣ୍ଠ ଦାସ. ପିଲାଙ୍କ ରାମାୟଣ।