ଘୁଙ୍ଗୁଡ଼ା Ghuṅguṟḍ̠ā
- ଦେ. ବିଣ. ପୁଂ. (ସଂ. ଘୁର୍ଘୁର) — ଯେଉଁ ବ୍ଯକ୍ତି ଶୋଇଲା ବେଳେ ନାକଦ୍ୱାରା ନିଶ୍ୱାସପ୍ରଶାସଜନିତ ଉଚ୍ଚ ଶବ୍ଦ କରେ; ନାକ ଡାକେ — Snoring; snorting
- ଦେ. ବିଣ. ପୁଂ. (ସଂ. ଘୁର୍ଘୁର) — ଘୁଙ୍ଗୁଡ଼ିଯୁକ୍ତ — Accompanied with snoring
- ଦେ. ବିଣ. ପୁଂ. (ସଂ. ଘୁର୍ଘୁର) — [ଦ୍ର—ଯେଉଁ ଲୋକ ଶୋଇଲାବେଳେ ଘୁଙ୍ଗୁଡ଼ି ମାରେ ତାକୁ ଚେତାଇଦେଲେ ସେ ତାହା ସ୍ୱୀକାର ବା ବିଶ୍ୱାସ କରେନାହିଁ। ଏଥିପାଇଁ ପ୍ରବାଦ ଅଛି—'ଘୁମା,ଘୁଙ୍ଗୁଡ଼ା, ପାରୁଡ଼ା ଏ ତିନିହେଁ ଭୁରୁଡ଼ା'।]