ଘୁଙ୍ଗୁର ବାନ୍ଧିବା Ghuṅgura bāndhibā

  • ଦେ. କ୍ରି — ବଳାଗଣ୍ଠିରେ ବା କଟିଦେଶରେ ଘୁଙ୍ଗୁର— ଲଗା ଅଳଙ୍କାର ପିନ୍ଧିବା — To wear or tie a string of tinkling bells round the ankle or waist
  • ଦେ. କ୍ରି — [ଦ୍ର—ନାଟୁଆମାନେ ବଳାଗଣ୍ଠିରେ ବା ଅଣ୍ଟାରେ ଘୁଙ୍ଗୁର ବାନ୍ଧନ୍ତି; ତାଳ ଅନୁସାରେ ଅଙ୍ଗଚାଳନ କଲାବେଳେ ଘୁଙ୍ଗୁରମାନ ତାଳ ଅନୁସାରେ ଝୁଣୁଝୁଣୁ ଶବ୍ଦ କରେ।]