ଘାତ ବାର Ghāta bāra

  • ସଂ. ବି. — (ଫଳିତ ଜ୍ୟୋତିଷ) ସପ୍ତାହର ଅଶୁଭ ବାର — (astrology) Inauspicious week-day
  • ସଂ. ବି. — (ଦ୍ର—ଜୋତିଷ ମତରେ ଭିନ୍ନ ଭିନ୍ନ ଜନ୍ମରାଶି ପକ୍ଷରେ ଭିନ୍ନ ଭିନ୍ନ ବାର ଅଶୁଭ।)