ଘାତସ୍ଥାନ Ghātasthāna

  • ସଂ. ବି. ( 6 ଷ୍ଠୀ ତତ୍; ଘାତ+ସ୍ଥାନ) — ବଧଭୂମି; ବଳି ଦିଆଯିବା ସ୍ଥାନ — Place for execution; the place where men or animal are killed
  • ସଂ. ବି. ( 6 ଷ୍ଠୀ ତତ୍; ଘାତ+ସ୍ଥାନ) — କଂସେଇଖାନା — Slaughter-house
  • ସଂ. ବି. ( 6 ଷ୍ଠୀ ତତ୍; ଘାତ+ସ୍ଥାନ) — ମୃତ୍ୟୁସ୍ଥାନ; ଶ୍ମଶାନ — Cremation-ground