ଘାତ କରିବା Ghāṭa karibā

  • ଦେ. କ୍ରି — ଆଘାତ କରିବା — To strike
  • ଦେ. କ୍ରି — ବଧ କରିବା — To kill
  • ଦେ. କ୍ରି — ଅନିଷ୍ଟ କରିବା — To injure
  • ଦେ. କ୍ରି — ଦନ୍ତ ଦ୍ୱାରା ଆଘାତ କରିବା; କାମୁଡ଼ିବା — To bite