ଘାତ ଚନ୍ଦ୍ର Ghāta chandra
- ସଂ. ବି. (ଫଳିତ ଜ୍ୟୋତିଷ) ଜନ୍ମରାଶିଠାରୁ ଚନ୍ଦ୍ରଙ୍କର ଅବସ୍ଥାନବିଶେଷ, ଯଦ୍ଦ୍ୱାରା ମନୁଷ୍ୟର ଅନିଷ୍ଟ ହୁଏ — (astrology) Inauspicious position of the moon with reference to a person's horoscope, which causes misfortune to a person
- ସଂ. ବି. [ଦ୍ର—ଜ୍ୟୋତିଷ ମତରେ ଚନ୍ଦ୍ର ଜନ୍ମରାଶିଠାରୁ ନିମ୍ନୋକ୍ତ ସ୍ଥାନମାନଙ୍କରେ ଥିଲେ ଘାତଚନ୍ଦ୍ର ବୋଲି କଥିତ ହୁଏ। ମେଷ ରାଶିର ଆଦ୍ୟ, ବୃଷଭର ପଞ୍ଚମ, ମିଥୁନର ନବମ, କର୍କଟର ଦ୍ୱିତୀୟ, ସିଂହର ଷଷ୍ଠ, କନ୍ୟାର ଦଶମ, ତୁଳାର ତୃତୀୟ, ବିଛାର ସପ୍ତମ, ଧନୁର ଚତୁର୍ଥ, ମକରର ଅଷ୍ଟମ, କୁମ୍ଭର ଏକାଦଶ ଓ ମୀନର ଦ୍ୱାଦଶ]