ଘାତ ଚିହ୍ନ Ghāta chihna

  • ସଂ. ବି. (ଗଣିତ)— ବର୍ଗ; ଘନ ଆଦିର ଚିହ୍ନ (ଯଥା—କ 2 , 4 3 ) — (ଗଣିତ)— ବର୍ଗ; ଘନ ଆଦିର ଚିହ୍ନ (ଯଥା—କ2, 43)— . (mathematics) Index; power (e.g. a2, 43)
  • ସଂ. ବି. ଆଘାତ ବା କ୍ଷତ ବା ଦନ୍ତର ଚିହ୍ନ — Mark of a wound or bite