ଘଷାଘଷି Ghashāghashi
- ଦେ. ବି (ସଂ. ଘୃଷ୍ ଧାତୁ) — ବହୁବାର ଘଷିବା କର୍ମ; ଘର୍ଷଣ — Acts of rubbing
- ଦେ. ବି (ସଂ. ଘୃଷ୍ ଧାତୁ) — ଅନ୍ଯୋଽନ୍ୟରେ ଘର୍ଷଣ — Rubbing together; rubbing with each other
- ଦେ. ବି (ସଂ. ଘୃଷ୍ ଧାତୁ) — ଅଙ୍ଗ ସଂବାହନ; ହାତଗୋଡ଼ ଘଷି ହେବା କର୍ମ — Rubbing of the body; massage
- ଦେ. ବିଣ — ପରସ୍ପର ଘର୍ଷିତ — Rubbed with each other
- ଦେ. ବିଣ — ପରସ୍ପର ଲଗାଲଗି — Pressing against each other