ଘଷାକାଠି Ghashā kāṭhi

  • ଦେ. ବି — ଦାନ୍ତକାଠି — A twig used for brushing or scouring the teeth
  • ଦେ. ବି — ତେଲିଙ୍ଗିବାଜାର ଘଷା ଯନ୍ତ୍ରରେ ଘଷିବାପାଇଁ ବ୍ଯବହୃତ କାଠି — The stick which is rubbed on one side of the Ghashā drum
  • ଦେ. ବି — ଦିଆସିଲି କାଠି — Match-stick