ଘଷାମଜା Ghashāmajā

  • ଦେ. ବି (ସହଚର; ସଂ. ଘର୍ଷଣ ଓ ମାର୍ଜନ) — ଶରୀର ବା ଅଳଙ୍କାର ବା ବାସନ ଆଦି ଉତ୍ତମରୂପେ ମାଜିବା; ମଜାମଜି; ଘଷିବା ଓ ମାଜିବା — Thorough brushing or scouring of the body or of ornaments or utensils