ଘଷାପାଣି Ghashāpāṇi

  • ଦେ. ବି (ସଂ. ଘୃଷ୍ଟ+ପାନୀୟ) — ମସଲାମିଶ୍ରିତ ସୁପେୟ ଜଳ; ଯେଉଁ ପାଣିରେ ଜାଇଫଳ, ଚନ୍ଦନ ଇତ୍ୟାଦି ଘଷା ହୋଇ ମିଶା ଯାଇଥାଏ — Spiced drink prepared by mixing bruised nutmeg and sandal-paste with water
  • ଦେ. ବି (ସଂ. ଘୃଷ୍ଟ+ପାନୀୟ) — ଦ୍ୱିଜମାନଙ୍କର ଭୋଜନ ସମର୍ପିଲେ ଲବଙ୍ଗ ଜାଇଫଳ ଘଷାପାଣି ଦେଲେ—କୃଷ୍ଣସିଂହ. ମହାଭାରତ. ସଭା।
  • ଦେ. ବି (ସଂ. ଘୃଷ୍ଟ+ପାନୀୟ) — ଭାଙ୍ଗ (ଦେଖ) — Bhāṅga (See)