ଘଷାଇ ହେବା Ghashāi hebā

  • ଦେ. କ୍ରି — ଘଷା ଖାଇବା; ଅନ୍ଯ ବ୍ଯକ୍ତିଦ୍ୱାରା ଆପଣାର ଶରୀର ମୋଡ଼ାଇ ହେବା — To allow one's body or limbs to be rubbed by another person (e.g. a servant); to undergo massage