ଗୃହୀତା Gṛuhītā
- ସଂ. ବି (ଗ୍ରହ ଧାତୁ+ତୃ. 1 ମା. 1 ବ) — ଗ୍ରାହକ — Receiver
- ସଂ. ବି (ଗ୍ରହ ଧାତୁ+ତୃ. 1 ମା. 1 ବ) — ଗ୍ରହଣକର୍ତ୍ତା — One who takes or accepts (a thing)
- ସଂ. ବି (ଗ୍ରହ ଧାତୁ+ତୃ. 1 ମା. 1 ବ) — [ଦ୍ର—ଏହି ଶବ୍ଦର ଅନ୍ଯ ରୂପ ଗ୍ରହୀତା।]
- ସଂ. ବିଣ. ସ୍ତ୍ରୀ — ଗୃହୀତର ସ୍ତ୍ରୀ ଲିଙ୍ଗ — Feminine of Gṛuhita