ଗୃହୋତ୍ପାତ Gṛuhotpāta

  • ସଂ. ବି ( 6 ଷ୍ଠୀ ତତ୍; ଗୃହ+ଉତ୍ପାତ) — ଗୃହରେ ବାସ କରୁଥିବା ବ୍ଯକ୍ତିମାନଙ୍କ ପ୍ରତି କଷ୍ଟପ୍ରଦ ଘଟନା — Domestic nuisance or calamity