ଗୃହ୍ନିବା Gṛuhnibā

  • ପ୍ରାଦେ. (ସମ୍ବଲପୁର) କ୍ରି. (ତୁଳ. ସଂ. ଗୃହ୍ନାତି) — ଗ୍ରହଣ କରିବା — To take; to accept