ଗୃହାସକ୍ତ Gṛuhāsakta
- ସଂ. ବିଣ ( 7 ମୀ ତତ୍; ଗୃହ+ଆସକ୍ତ) — ଗୃହପ୍ରତି ଅନୁରକ୍ତ — Attached to one's house
- ସଂ. ବିଣ ( 7 ମୀ ତତ୍; ଗୃହ+ଆସକ୍ତ) — ସଂସାରାନୁରକ୍ତ — Attached to the world; worldly
- ସଂ. ବିଣ ( 7 ମୀ ତତ୍; ଗୃହ+ଆସକ୍ତ) — ଗୃହସ୍ଥିତ (ପକ୍ଷୀ, ପଶୁ ପ୍ରଭୃତି); ଗୃହପାଳିତ — Domesticated; domestic